Filters 검색 · publication · 정렬 · limit
초기화

Third Party କି Comprehensive? ଭୁଲ୍ ପଲିସି ବାଛିଲେ କ୍ଷତି ଆପଣଙ୍କର ହୋଇପାରେ

ଆପଣ ଯେତେବେଳେ Vehicle Insurance କରିବାକୁ ଯାଆନ୍ତି, ସାଧାରଣତଃ ଦୁଇଟି ଶବ୍ଦ ଶୁଣିବାକୁ ମିଳେ — Third Party Insurance ଏବଂ Comprehensive Insurance।

Third Party କି Comprehensive? ଭୁଲ୍ ପଲିସି ବାଛିଲେ କ୍ଷତି ଆପଣଙ୍କର ହୋଇପାରେ

ଆଜି Insurance ନକରି ବଞ୍ଚାଇଥିବା କିଛି ଟଙ୍କା, କାଲି ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି କରିପାରେ

ଯଦି ଆଜି ଆପଣଙ୍କ ଗାଡ଼ି ସହ ଏକ ଦୁର୍ଘଟଣା ହୁଏ, ତେବେ ଆପଣ କେତେ ଟଙ୍କା ନିଜ ପକେଟରୁ ଖର୍ଚ୍ଚ କରିବାକୁ ପ୍ରସ୍ତୁତ?

ଆଜି Insurance ନକରି ବଞ୍ଚାଇଥିବା କିଛି ଟଙ୍କା, କାଲି ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି କରିପାରେ

ଗୋଟିଏ ଦୁର୍ଘଟଣା… ଆଉ ଗୋଟିଏ ପରିବାରର ସବୁ ସ୍ୱପ୍ନ ଭାଙ୍ଗିଗଲା! ଆପଣଙ୍କ ଗାଡ଼ିର Insurance ଅଛି ତ?

ସକାଳ ୮ଟା। କଟକର ଜଣେ ପରିଶ୍ରମୀ ବ୍ୟବସାୟୀ ତାଙ୍କ ପିକଅପ୍ ଗାଡ଼ି ନେଇ ବାହାରିଲେ। ପ୍ରତିଦିନ ଭଳି ସେଦିନ ମଧ୍ୟ ତାଙ୍କ ମନରେ ଥିଲା — “ଆଜି ଭଲ ବ୍ୟବସାୟ ହେବ।”

ଗୋଟିଏ ଦୁର୍ଘଟଣା… ଆଉ ଗୋଟିଏ ପରିବାରର ସବୁ ସ୍ୱପ୍ନ ଭାଙ୍ଗିଗଲା! ଆପଣଙ୍କ ଗାଡ଼ିର Insurance ଅଛି ତ?